Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ପଟ୍ଟାଙ୍ଗୀ: ନନ୍ଦପୁର ବ୍ଲକର ସମସ୍ତ ଶିକ୍ଷା ଅନୁଷ୍ଠାନ ସହ ସରକାରୀ କାର୍ଯ୍ୟାଳୟ ରେ ମା କେ ନାମ ଏକ ପେଡ କାର୍ଯ୍ୟକ୍ରମ ଅନୁଷ୍ଠିତ

Pottangi, Koraput | Sep 17, 2025
ପ୍ରଧାମନ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ l ଦେଶ ବ୍ୟାପି ମା କେ ନାମ ଏକ ପେଡ କାର୍ଯ୍ୟକ୍ରମ ହୋଇ ଥିବାବେଳେ ଏହି ଅବସରରେ ନନ୍ଦପୁର ବ୍ଲକର ସମସ୍ତ ଶିକ୍ଷା ଅନୁଷ୍ଠାନ ସହ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ମା କେ ନାମ ଏକ ପେଡ କାର୍ଯ୍ୟକ୍ରମ ରେ ବୃକ୍ଷ ରୋପଣ କରାଯାଇଛି l ନନ୍ଦପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ନନ୍ଦପୁର ବିଡ଼ିଓ ଦୁର୍ଗା ପ୍ରସାଦ ଦୋରା ପହଞ୍ଚି ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ସହ ବୃକ୍ଷ ରୋପଣ କରିଥିବା ବେଳେ ଥାନା ପରିସର ରେ ଆଇ ଆଇ ସି ମମତା କୁମାରୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଥାନାର ସମସ୍ତ କର୍ମଚାରୀ ମିଶି ବୃକ୍ଷ ରୋପଣ କରିଛନ୍ତି।

MORE NEWS