ବାଲେଶ୍ବର ମ୍ୟୁନିସିପାଲଟି: ଗାନ୍ଧୀ ସ୍ମୃତି ଭବନ ଠାରେ ଗଣେଶ ପୂଜା ପାଇଁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ, ଯୋଗଦେଲେ ସଦର ବିଧାୟକ
Baleshwar M, Balasore | Aug 20, 2025
ଆସନ୍ତା ୨୭ ତାରିଖ ଗଣେଶ ପୂଜା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଅପରାହ୍ନ ୪ ଟାରେ ସହରର ଗାନ୍ଧୀ ସ୍ମୃତି ଭବନ ଠାରେ ଶାନ୍ତି କମିଟି ବୈଠକ...