ବାଲିଗୁଡା: ବାଲିଗୁଡା ପୁର୍ତ ବିଭାଗ ଛକ ଠାରେ ଦିପାବଳୀ ଅବସରରେ, ମହୀରାବଣ ବଧ ପୈରାଣିକ ନାଟକ ମଞ୍ଚସ୍ଥହଇଯାଇଛି,
ବାଲିଗୁଡା ପୁର୍ତ ବିଭାଗ ଛକ ଠାରେ ଦିପାବଳୀ ଅବସରରେ, ମହୀରାବଣ ବଧ ପୈରାଣିକ ନାଟକ ମଞ୍ଚସ୍ଥହଇଯାଇଛି, ଏହି ନାଟକ ଟି ମଙ୍ଗଳବାର ରାତି 8ଘଣ୍ଟିକା ସମୟରେ ଆରମ୍ଭ ହଇଥିବା ବେଳେ, ସକାଳ 4ଘଣ୍ଟିକା ରେ ଶେଷ ହେବ ବଲି ସୁଚନା ମିଳିଛି, ଏହି ନାଟକ କୁ ବିଜେପି ଦଳର ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ନଗର ସଭାପତି ମନଜ ରଥ, ମିଟୁ ଚୈଧରି, ପ୍ରମୁଖ ଉପସ୍ଥିତ ରହି ରିବନ କାଟି ନାଟକ ଆରମ୍ଭ କରାଯାଇଛି