Public App Logo
Jansamasya
National
���ीएसटी
Happydiwali
Railinfra4andhrapradesh
Nextgengst
Cybersecurityawareness
Pmmsy
Diwali2025
Fidfimpact
Matsyasampadasesamriddhi
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ତହସିଲ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି ଭଞ୍ଜନଗର ଉପ ଜିଲ୍ଲାପାଳ ।

Bhanjanagar, Ganjam | Oct 16, 2025
ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ତହସିଲ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି ଭଞ୍ଜନଗର ଉପ ଜିଲ୍ଲାପାଳ । ଭଞ୍ଜନଗର ଉପ ଜିଲ୍ଲାପାଳ ଆଜି ଦିନ 10 ଘଣ୍ଟ ସମୟରେ ଜଗନ୍ନାଥପ୍ରସାଦ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ଏଥିସହ ସାଧାରଣ ଜନତା କିଭଳି ଭାବରେ ନିଜର କାର୍ଯ୍ୟ କରିବାରେ ସଫଳତା ହୋଇପାରୁଛନ୍ତି ତାହାର ମଧ୍ଯ ଅନୁଧ୍ୟାନ କରିଥିଲେ ଭଞ୍ଜନଗର ଉପ ଜିଲ୍ଲାପାଳ ।

MORE NEWS