ପାଲଲହଡା: ତାଳଚେର କୋଇଲା ଖଣି କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ନିଯୁକ୍ତି ନେଇ ଜିଏମଙ୍କୁ ଦାବିପତ୍ର
ତାଳଚେର ଖଣି କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ନିଯୁକ୍ତି ଦାବିରେ sub collector ଙ୍କ ନିର୍ଦ୍ଦେଶ ଅନୁସାରେ ଶନିବାର ସକାଳ ୧୧ ଘଟିକା ସମୟରେ GM ଙ୍କୁ ଦାବିପତ୍ର ଦିଆଯାଇଛି । ଗ୍ରାମବାସି ଗ୍ରାମ ସଭାପତି ତଥା କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ ଙ୍କ ନେତୃତ୍ବ ରେ ତାଙ୍କ ସହିତ ଗ୍ରାମ କମିଟି ଉପସ୍ଥିତ ରହି ଆସୁଥିବା ସମସ୍ତ ନୂତନ Pvt company ରେ ସମ୍ପୂର୍ଣ ବେକାର ଥିବା ବ୍ୟକ୍ତି ମାନଙ୍କୁ ନିଯୁକ୍ତି ଦାବିରେ