ଝାରସୁଗୁଡା: ଝାରସୁଗୁଡ଼ା ଟାଉନ ରେ ଶିବ ଶକ୍ତି ଆଖଡ଼ା କମିଟି ର ବିଶାଳ ବାଇକରାଲି
ଆସନ୍ତା କାଲି ରାମନବମୀ ପାଳନ କୁ ନେଇ ଆଜି ରାମ ନବମୀ ପାଳନ ଅବସରରେ ଆଜି ଅପରାହ୍ନ ୪ଟା ୩୦ ରେ ରେ ଶିବ ଶକ୍ତି ଆଖଡ଼ା କମିଟି ପକ୍ଷରୁ ଆଜି ଟାଉନ ରୁ ଏକ ବାଇକ ରେଲି ପୁରୁଷୋତ୍ତମ ମହାନ୍ତି ଙ୍କ ନେତୃତ୍ୱ ରେ ବାହାରି ଥିଲା । ଅନୁଷ୍ଠିତ ଏହି ବାଇକ୍ ରାଲି ରେ ଶତାଧିକ ଯୁବକ ସାମିଲ ହୋଇ ସହର ପରିକ୍ରମା କରିଥିଲେ, ଜୟ ଶ୍ରୀରାମ ଧ୍ଵନି ରେ ପୁରା ସହର ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା।