ଲକ୍ଷ୍ମୀପୁର: ଦଶମନ୍ତପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରକାଶ ଏସଏଚଜି ଦ୍ବାରା ମିଲେଟ ଶକ୍ତି ଟିଫିନ ସେଣ୍ଟର ଉଦଘାଟିତ, ଯୋଗଦେଲେ ବିଡିଓ
Lakshmipur, Koraput | Aug 19, 2025
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ପଞ୍ଚାୟତ ଦୋକାନ ଗୃହ ଠାରେ ଆଜି, ପୁଷ୍ଟିକର ଖାଦ୍ୟ, ମିଲେଟ୍ ଶକ୍ତି ଟିଫିନ୍...