ବଲାଙ୍ଗୀର: ବନ୍ଦ ବାହଲ ଗ୍ରାମ ନିକଟରେ ଆଜି ଘଟିଥିବା ଏକ ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ରାସ୍ତା ଉପରେ ଦୁଇଟି ବାଇକ୍ ଛନ୍ଦି ହୋଇଯିବା ପରେ ସାମ୍ନା ପଟୁ ଆସୁଥିବା ଏକ ଟାଟା ପିକଅପ୍ ମାଲବୋଝେଇ ଗାଡ଼ି ସହ ମୁହଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ବାଇକ୍ ଆରୋହୀମାନେ ଗୁରୁତର ହୋଇଛନ୍ତି ପ୍ରଥମେ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲ୍କୁ ନିଆଯାଇଥିବା ବେଳେ, ଅବସ୍ଥା ଗୁରୁତର ହେବାରୁ ପରେ ସେମାନଙ୍କୁ ଭୀମ ଭୋଇ ମେଡିକାଲ୍ କଲେଜ ଓ ହସ୍ପିଟାଲ୍କୁ ଆଜି ରାତି ୮ ଟା ସମୟରେ ସ୍ଥାନାନ୍ତର କରାଯାଇ ଥିବା ସୁଚନମିଲିଚି ସେପଟେ ପିକଅପ୍