ବରୀ ରାମଚନ୍ଦ୍ରପୁର: ବିଭିନ୍ନ ପଂଚାୟତକୁ ବରୀ ବିଧାୟକ ବିଶ୍ୱରଂଜନ ମଲ୍ଲିକ ଗସ୍ତ,ବିଭିନ୍ନ ସମସ୍ୟାର କଲେ ଅନୁଧ୍ୟାନ
ବିଭିନ୍ନ ପଂଚାୟତକୁ ବରୀ ବିଧାୟକ ବିଶ୍ୱରଂଜନ ମଲ୍ଲିକ ଗସ୍ତ,ବିଭିନ୍ନ ସମସ୍ୟାର କଲେ ଅନୁଧ୍ୟାନ l ବରୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତର ସମସ୍ୟା ଉପରେ ଗଣମାଧ୍ୟମରେ ପ୍ରକାଶ ପାଉଥୁଲା l ଏହାକୁ ଦୃଷ୍ଟିରେ ରଖି ଆଜି ବରୀ ବିଧାୟକ ଶ୍ରୀ ମଲ୍ଲିକ ବିଭିନ୍ନ ପଂଚାୟତକୁ ଗସ୍ତ କରି ରାସ୍ତା, ଡ୍ରେନେଜ ଓ କଲ୍ୟାଣ ମଣ୍ଡପ କାର୍ଯ୍ୟ ଗୁଡିକ ଅନୁଧ୍ୟାନ କରିଛନ୍ତି ବିଧାୟକଙ୍କ ଏହି ଗସ୍ତ ସମୟରେ ବିଭାଗ୍ୟ ଅଧିକାରୀ i ଦଳୀୟ କର୍ମକର୍ତା ଉପସ୍ଥିତ ଥିଲେ l