ନୟାଗଡ: ଆସନ୍ତାକାଲି ନୟାଗଡ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
ଆସନ୍ତାକାଲି ନୟାଗଡ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ତେବେ ଜିଲ୍ଲାର କିଛି ସ୍ଥାନରେ ଘଡଘଡି ହେବା ସହିତ ବର୍ଷା ସମ୍ଭାବନା ନେଇ ଆଜି ଅର୍ଥାତ ରବିବାର ଅପରାହ୍ନ ଗୁଟେ ସମୟରେ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥି ନିମନ୍ତେ ଜନସାଧାରଣଙ୍କୁ ସତର୍କତା ଅବଲମ୍ବନ କରିବା ସହ ପ୍ରଶାସନ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।