ଜୟପୁର: ଜୟପୁର ସହରରେ ବିଭିନ୍ନ ସ୍ଥାନରେ ଚଢାଉ କରି ବିକଟାଳ ଶଦ୍ଧ କରୁଥିବା ୨୮ଟି ବୁଲେଟ ଜବତ କଲା ଟାଉନ ପୋଲିସ, ସୂଚନା ଦେଲେ ଥାନା ଅଧିକାରୀ
ଜୟପୁର ସହରରେ ବିଭିନ୍ନ ସ୍ଥାନରେ ଚଢାଉ କରିଛି ଟାଉନ ପୋଲିସ । ଚଢାଉ କରି ବିକଟାଳ ଶଦ୍ଧ କରୁଥିବା ୨୮ଟି ବୁଲେଟ ଆଜି ଅପରାହ୍ନ 2ଟାରେ ଜବତ କରିଛି । ଯେଉଁ ବୁଲେଟ ମାଲିକ ମାନେ ବିକାଟାଳ ଶଦ୍ଧ କରି ଲୋକଙ୍କୁ ହଇରାଣ କରୁଥିବା ୨୮ଟି ବୁଲେଟକୁ ଜବତ କରିଛି । କମ୍ପାନି ଦେଇଥିବା ସାଇଲେନ୍ସର ବୁଲେଟ ମାଲିକ ମାନେ ଲଗାଇବା ପରେ ଜୋରି ମାନା ଆଦାୟ କରିଛି ପୋଲିସ ପରେ ବିକଟାଳ ଶଦ୍ଧ ସୃଷ୍ଟି କରୁଥିବା ସାଇଲେନ୍ସର କୁ ରୋଲେର ଦ୍ୱାରା ନଷ୍ଟ କରିଛି l