ଲାଞ୍ଜିଗଡ: ଥୁଆମୁଳ ରାମପୁର ସମିତି ସଭାଗୃହ ଠାରେ ବନ ବିଭାଗ ପକ୍ଷରୁ ଏକ ପେଡ ମାଆ କେ ଲିଏ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Lanjigarh, Kalahandi | Aug 4, 2025
ସୋମବାର ଅପରାହ୍ନ ୩ଟା ବେଳେ କଳାହାଣ୍ଡି ଦକ୍ଷିଣ ବନ ଖଣ୍ଡ ଅଧୁନସ୍ଥ ଥୁଆମୁଳ ବନାଂଚଳ ଏବଂ ସାଇସୁରନୀ ବନାଂଚଳ ପକ୍ଷରୁ ଥୁଆମୁଳ ରାମପୁର ରାମପୁର...