ରାଉରକେଲା ରେଲୱେ କଲୋନୀ ପେଟ୍ରୋଲ ପମ୍ପ ରେ ଡକାୟତି କରିବାକୁ ଯୋଜନା କରୁ ଥିଲେ ୫ ଜଣ ଦୁର୍ବୃତ୍ତ। କାବୁ କରିବାରେ ସକ୍ଷମ ହୋଇଛି ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ। ଗିରଫ ଦୁର୍ବୃତ୍ତ ମାନଙ୍କ ନିକଟରୁ ଖଣ୍ଡା , ଭୁଜାଲି ଏବଂ ଅନ୍ୟ ମାରଣାସ୍ତ୍ର ଆଦି ଜବତ କରା ଯାଇଛି।ଶୁକ୍ରବାର ଅପରାହ୍ନରେ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।