ନବରଙ୍ଗପୁର ପୋଲିସ ଷ୍ଟେସନ: ନବରଙ୍ଗପୁର କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଏକତା ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ, ସୂଚନା ଦେଲେ ଜିଲ୍ଲାପାଳ
ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଏକତା ଦିବସ ପାଳନ ନେଇ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଏ ନେଇ ଜିଲ୍ଲାପାଳ ଡ଼ଃ ମହେଶ୍ୱର ସ୍ୱାଇଁ ସୂଚନା ଦେଇଛିନ୍ତି | ନଭେମ୍ବର 12 ତାରିଖରୁ ପାପଡାହାଣ୍ଡି ସହିଦ ମିନାରରୁ ବିଶାଳ ଏକତା ପଦଯାତ୍ରା ବାହାରି ନବରଙ୍ଗପୁର ସର୍କିଟ ହାଉସ ପଡିଆରେ ପହଂଚିବେ | ସେଠାରେ କାର୍ଯ୍ୟକ୍ରମ ହେବ | ସେହପରି ଉମରକୋଟ ବଡ଼ ଭରଣ୍ଡୀରୁ ନଭେମ୍ବର 13ରେ ଏକତା ପଦଯାତ୍ରା ବାହାରି ଡିଏନକେ ପହଂଚିବା ସେଠାରେ କାର୍ଯ୍ୟକ୍ରମ ହେବ |