୪୭ ତମ ମାଁ ଶ୍ୟାମାକାଳୀ ପୂଜା ଅବସରରେ ନାଟକ ମଞ୍ଚସ୍ଥ, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ନୂଆପଦର ପଞ୍ଚାୟତ ନୂଆପଦର ଠାରେ ୪୭ ତମ ମାଁ ଶ୍ୟାମାକାଳୀ ପୂଜା ଅନୁଷ୍ଠିତ ହୋଇଛି । ଅବସରରେ ମଙ୍ଗଳବାର ଦିନ ୧୦ ଘଣ୍ଟିଆ ସମୟରେ ଗଞ୍ଜାମ ରୁ ଆସିଥିବା ପୈରାଣିକ ନାଟକ ଭାରତ ଲୀଳା ଶୁଭଦ୍ରା ମାଗୁଛି ଶଙ୍ଖା ସିନ୍ଦୂର ମଞ୍ଚସ୍ଥ ହୋଇଛି । ଏହି ଉତ୍ସବ ମୁଖ୍ୟ ଅତିଥି ଭାବେ ସଲାଗୁଡା ସରପଞ୍ଚ ରୋହିତ କହଁର, ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଗୋଛାପଡା ସରପଞ୍ଚ ,ନୂଆପଦର ସରପଞ୍ଚ ଭବାନୀ ଶଙ୍କର କହଁର,ଯୁବ ଯାତ୍ରା ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ କାମାକ୍ଷା ପ୍ରସାଦ ନାୟକ, ଉପଦେଷ୍ଟା ଶ