ବାରିପଦା ସହର ର ବିକାଶ ପାଇଁ ନୂତନ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ହେବାକୁ ଯାଉଛି। ତେବେ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ବାରିପଦାରେ ବହୁ ସରକାରୀ ଜାଗା ଥିବା ସତ୍ତ୍ୱେ ବାରିପଦା ସହରର ପାଲବଣୀ ଅଞ୍ଚଳରେ ଥିବା ଏକ ସହରୀ ଜଙ୍ଗଲ କୁ କାଟି ସଫା କରାଯିବା ଘଟଣାକୁ ବିରୋଧ କରିଛି ଭଞ୍ଜସେନା। ଏନେଇ ରବିବାର ଦିନ ପ୍ରାୟ ୧୨ ଟାରେ ପ୍ରତିକ୍ରିୟା ଦେଇଛନ୍ତି ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା।