ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଦାନଗଦି ଠାରେ କାର୍ତ୍ତିକେଶ୍ୱର ପୂଜା କମିଟି ଦ୍ଵାରା ଆୟୋଜିତ ପୂଜାରେ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗଦେଇ ବାବା କାର୍ତ୍ତିକେଶ୍ୱରଙ୍କ ଦର୍ଶନ କରି ସମସ୍ତଙ୍କ ମଙ୍ଗଳ କାମନା କରିବା ସହିତ ସମସ୍ତଙ୍କୁ ଉତ୍ସାହିତ କରିଥିବା ରବିବାର ରାତି 8 ଘଟିକା ସମୟରେ ଦେଖିବାକୁ ମିଳିଛି ।