ଉଦଳା: ନାବାଳିକାଙ୍କୁ ୩ ଜଣ ଭିନ୍ନ ଭିନ୍ନ ସମୟରେ ଦୁଷ୍କର୍ମ କରିଥିବା ନେଇ ଖୁଣ୍ଟା ଥାନାରେ ଅଭିଯୋଗ କଲେ ପରିବାର ଲୋକେ
Udala, Mayurbhanj | Aug 7, 2025
ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ତିନି ଜଣ ମିଶି ଏକ ମାସ ମଧ୍ୟରେ ଅଲଗା ଅଲଗା ସମୟରେ...