ଦଳଖମନ ଗ୍ରାମରେ ଜବରଦଖଲ କରିଥିବା ସରକାରୀ ଜାଗା ଉଚ୍ଛେଦ ନ କରିବା ପାଇଁ ଉପଜିଲ୍ଲାପାଳଙ୍କ ଠାରେ ଦାବି କଲେ ଗ୍ରାମବାସୀ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବିଜ୍ଞାପିତ ଅଞ୍ଚଳ ଅନ୍ତର୍ଗତ 11 ନମ୍ବର ୱାର୍ଡ ଦଳଖମନରେ ସରକାରୀ ଜାଗାରେ ଆଜକୁ ୭୦ବର୍ଷ ହେବ ସେଠାରେ 35ଟି ଶ୍ରମଯିବି ପରିବାର ବସଵାସ କରି ଆସୁଛନ୍ତି ଏଥିରେ 4ଟି ଭିନ୍ନ କ୍ଷମ ପରିବାର ମଧ୍ୟ ଅଛନ୍ତି।ଏଠାରେ ସରକାରଙ୍କ ତରଫରୁ ପାନୀୟ ଜଳ ବିଦ୍ୟୁତ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଥିବା ବେଳେ ଉକ୍ତ ସରକାରୀ ଜବର ଦଖଲ ଜାଗାକୁ ଉଛେଦ ପାଇଁ ତହସିଲ ଅଫିସରୁ ଉକ୍ତ ଜମିକୁ ଉଛେଦ ପାଇଁ ନୋଟିସ ପାଇବା ରୁ ଗୁରୁବାର ସକାଳେ ଦଳଖମଣ ଗ୍ରାମବାସି ଉ