ଡାବୁଗାଁ: ଜୁନାପାଣି ନିକଟରେ ଟ୍ରାକ୍ଟରରେ କାଠ ଚୋରା ଚାଲାଣ ବେଳେ ବନ ବିଭାଗ ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ
Dabugan, Nabarangpur | May 31, 2025
ଡାବୁଗାଁ ବନାଞ୍ଚଳ ଅଧୀନ ଜୁନାପାଣି ଗ୍ରାମ ନିକଟରେ ଏକ ନମ୍ବର ବିହୀନ ଟ୍ରାକ୍ଟର ଯୋଗେ ଚୋରା କାଠ ଚାଲାଣ ସମୟରେ ଶୁକ୍ରବାର ରାତିରେ ଡାବୁଗାଁ...