ଛତ୍ରପୁର: ଫୌଜଦାରୀ ମାମଲାର ତ୍ୱରିତ ପରିଚାଳନା ପାଇଁ ରାଜ୍ୟ ପୋଲିସ ଭବନ ଠାରେ ସମ୍ବର୍ଦ୍ଧିତ ହେଲେ ବ୍ରହ୍ମପୁର ଏସପି ଓ ଅନ୍ଯ ଅଧିକାରୀ
Chhatrapur, Ganjam | Sep 9, 2025
ଗତବର୍ଷ ୫ ନଭେମ୍ବର ୨୦୨୪ରେ ନିମଖଣ୍ଡି ଥାନା ଇଲାକାରେ ଘଟିଥିବା ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଖୁବ କମ ସମୟ ମଧ୍ୟରେ ପିଡିତାଙ୍କୁ ନ୍ୟାୟ...