ଆସନ୍ତା ୧୭ ତାରିଖରେ ବ୍ରହ୍ମପୁର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ପୋଲିସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଜାରି ହୋଇଛି ଟ୍ରାଫିକ ନିର୍ଦେଶାବଳୀ। ସୋମବାର ଅପରାହ୍ନରେ ବ୍ରହ୍ମପୁର ଏସପିଙ୍କ ସହ ଗଞ୍ଜାମ ଜିଲ୍ଲାପାଳ ବ୍ରହ୍ମପୁର ଠାରେ ଏନେଇ ତଦାରଖ କରିଛନ୍ତି ।