Public App Logo
Jansamasya
Sambalpur
Cyclone
���ादी
Crimenews
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath
Rain
Trending
���िवाद
���ोगी_आदित्यनाथ
Sonunigam
Arvindkejriwal
Jajpur
Rajasthannews
���ोधपुर
Rahul
Indianews
���ंगाल
New_delhi
No video available

କେନ୍ଦୁଝର ସହର: ସାନ୍ତରାପୁର ନିକଟରେ ବାଇକ ଉପରେ ମାଡ଼ିଗଲା ସ୍କର୍ପିଓ, ବାଇକ ଆରୋହୀ ଗୁରୁତର

କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଫାଣ୍ଡି ଅଧିନ ସାନ୍ତରାପୁର ନିକଟରେ ଏକ ସ୍କର୍ପିଓ ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ସମୟରେ ଏକ ବାଇକ ଉପରେ ମାଡ଼ିଯାଇଥିଲା । ଫଳରେ ବାଇକ ଆରୋହୀ ଛିଟିକି ପଡ଼ି ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସାଳୟକୁ ପଠେଇଛନ୍ତି । ଗୁରୁତର ଜଣକ ଢେଙ୍କିକୋଟ ବିଦ୍ୟୁତ ବିଭାଗରେ କାର୍ଯ୍ଯ କରୁଥିବା ବେଳେ ତାଙ୍କ ଘର ପାଟଣା ଥାନା ବିଜାନାଳୀ ଗ୍ରାମରେ ବୋଲି ଜଣାପଡ଼ିଛି ।