ବାଲିକୁଦା: ଥାନା ଅଞ୍ଚଳରେ ନାବାଳିକା କୁ ଗର୍ଭବତୀ କରିଥିବା ଅଭିଯୁକ୍ତ କୁ କୋଟ ଚାଲାଣ କଲା ପୋଲିସ
ଆଜି ଦିନ 4ଟା ବେଳେ ନାବାଳିକା କୁ ଗର୍ଭବତୀ କରାଇଥିବା ଯୁବକ କୁ କୋଟ ଚାଲାଣ କଲା ପୋଲିସ l ସୂଚନା ଥାଉକି ଗତକାଲି ନାବାଳିକା ଙ୍କ ବାପା ଙ୍କ ଲିଖିତ ଅଭିଯୋଗ ପରେ ଆଜି ପୋଲିସ ଅଭିଯୁକ୍ତ କୁ କୋଟ ଚାଲାଣ କରାଯାଇଛି l ନାବାଳିକା କୁ ବିବାହ ପ୍ରଲୋଭନ ଦେଖାଇ ଅଭିଯୁକ୍ତ 7ମାସ ର ଗର୍ଭବତୀ କରାଇ ଥିଲା l