ଜି ଉଦୟଗିରି: ଜି ଉଦୟଗିରି ଅଂଚଳ ରେ ଆଜି ଗଜାନନ ଙ୍କ ବିସର୍ଜନ ଉଛବ ଅନୁଷ୍ଠିତ ହୋଇଅଛି, କଡା ସୁରକ୍ଷା ବ୍ୟବସ୍ଥା
G Udayagiri, Kandhamal | Sep 1, 2025
ଜି ଉଦୟଗିରି ଅଂଚଳ ରେ ଆଜି ଗଜାନନ ଙ୍କ ବିସର୍ଜନ ଉଛବ ଅନୁଷ୍ଠିତ ହୋଇଅଛି. ସାରା ସହର ପରିକ୍ରମା କରି ଶେଷରେ ଶଙ୍ଖ ସାହି ନଦୀ ପାଖରେ ବିସର୍ଜନ...