ନବରଙ୍ଗପୁର ପୋଲିସ ଷ୍ଟେସନ: ବିଞ୍ଜିଗୁଡ଼ା ମଦଦୋକାନରେ ଚୋରି ଲୁଟ ଓ ଡକାୟତି ମାମଲାରେ ପାଞ୍ଚ ଗିରଫ, ତିନି ବାଇକ୍ ଓ ପାଞ୍ଚ ହଜାର ଟଙ୍କା ଜବତ୍
Nabarangapur PS, Nabarangpur | Aug 22, 2025
ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଏକାମ୍ବା ସାଖା ବିଞ୍ଜିଗୁଡ଼ା ଓ ଏସ ମଦ ଦୋକାନରେ ପନ୍ଦର ଅଗଷ୍ଟରେ ସାତ ଦୃର୍ବୁତ୍ତ ରାତି ଗୋଟାଏ ତିରିଶରେ...