ବାଲିକୁଦା: ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ବିଜେପି ପ୍ରାଥୀ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ଡାକ୍ତର ଶଶାଙ୍କ ସାହାଣୀ
ଆଜି ଦିନ 12ଟା ବେଳେ ଆଖଣ୍ଡଳମଣି ଛକ ନିକଟରେ ଥିବା ବିଜେପି ପାଟି ଅଫିସ ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଆଗାମୀ ନିର୍ବାଚନ ରେ ଦଳ ତରଫରୁ ଘୋଷଣା କରାଯାଇଥିବା ପ୍ରାଥୀ ଙ୍କ ଉପରେ ପ୍ରତିକ୍ରିୟା ରଖିଛନ୍ତି ଦଳୀୟ କର୍ମୀ l