ଖଲ୍ଲିକୋଟ୍: ସାବୁଳିଆ ଗ୍ରାମରେ ପୋଖରୀରେ ବୁଡ଼ି ନାବାଳକଙ୍କ ମୃତ୍ୟୁ; ପରିବାରକୁ ଭେଟି ସହାୟତା ପ୍ରଦାନ ସହ ସମବେଦନା ଜଣାଇଲେ ବିଧାୟକ
Khalikote, Ganjam | Sep 6, 2025
ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ସାବୁଳିଆ ଗ୍ରାମରେ ଗତ କାଲି ପୋଖରୀରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତ ନାବାଳକ ଜଣଙ୍କ ସାବୁଳିଆ ବଜାର...