ଉମରକୋଟ: ଉମରକୋଟ ବ୍ଲକ ଅଧିନସ୍ଥ ଖାଣ୍ଡା ପଂଚାୟତ ର ରଶ୍ମି ରଞ୍ଜନ ପୂଜାରୀ OPSC ପରୀକ୍ଷା ରେ ଉତୀର୍ଣ୍ଣ ହୋଇଛନ୍ତି।
ଉମରକୋଟ ବ୍ଲକ ଅଧିନସ୍ଥ ଖାଣ୍ଡା ପଂଚାୟତ ର ରଶ୍ମି ରଞ୍ଜନ ପୂଜାରୀ OPSC ପରୀକ୍ଷା ରେ ଉତୀର୍ଣ୍ଣ ହୋଇଛନ୍ତି। ଏହି ସଫଳତା ତାଙ୍କ ସହିତ ତାଙ୍କ ପରିବାର,ବିଦ୍ୟାଳୟ,ଗ୍ରାମ ତଥା ନବରଙ୍ଗପୁର ଜିଲ୍ଲା ପାଇଁ ଗୌରବ ଆଣିଦେଇଛି। ରଶ୍ମି ରଞ୍ଜନ ଙ୍କୁ ସବୁଆଡୁ ଶୁଭେଚ୍ଛା ବାର୍ତା ମିଳୁଛି। ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ବଳଭଦ୍ର ମାଝୀ,ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ ଙ୍କ ସମେତ ଜିଲ୍ଲାବାସୀ ଶୁଭେଚ୍ଛା ଜଣାଇଛନ୍ତି। ରଶ୍ମି ରଞ୍ଜନ ଏ ସଫଳତା ର ଶ୍ରେୟ ନିଜର କଠିନ ପରିଶ୍ରମ, ଅଭିଭାବକ ଓ ଶିକ୍ଷକ ଙ୍କୁ ଦେଇଛନ୍ତି।