Public App Logo
Jansamasya
National
���ीएसटी
Happydiwali
Nextgengst
Cybersecurityawareness
Diwali2025
Pmmsy
Fidfimpact
Matsyasampadasesamriddhi
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ବଲାଙ୍ଗୀର: ଭୀମଭୋଇ ମେଡିକାଲ କଲେଜ ଅଡିଟୋରିୟମ୍ ରେ ସାଇବର ସଚେତନ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା

Balangir, Balangir | Oct 23, 2025
ବଲାଙ୍ଗୀର ଜିଲ୍ଲାରେ ସାଇବର ସେଫଟି କ୍ୟାମ୍ପେନ୍ ଓ ସାଇବର ରଥର ଉଦ୍ଘାଟନ ହେଲା ଭୀମ ଭୋଇ ମେଡିକାଲ୍ କଲେଜ୍ ଅଡିଟୋରିୟମ୍ ହଲ୍ ରେ। ଉଦ୍ଘାଟନ କଲେ ବଲାଙ୍ଗୀର ଜିଲ୍ଲାପାଳ ଏହି ଅଭିଯାନ ଦ୍ୱାରା ସାଧାରଣ ଲୋକଙ୍କୁ ସାଇବର ଅପରାଧ ବିଷୟରେ ସଚେତନ କରାଯିବ। କାର୍ଯ୍ୟକ୍ରମରେଜିଲ୍ଲା ପାଳ ବଲାଙ୍ଗୀର କହିଛନ୍ତି — ସାଇବର ଅପରାଧ ରୋକିବା ପାଇଁ ସବୁଠୁ ଜରୁରୀ ହେଉଛି ସଚେତନତା, ଏହି ଅଭିଯାନ ତାହାର ଏକ ପ୍ରୟାସ। ବୋଲି କହିଛନ୍ତି

MORE NEWS