ହିଞ୍ଜିଳି: ହିଞ୍ଜିଳି କାଟୁ ଥାନା ଅନ୍ତର୍ଗତ ଘୋଡାହାଡ଼ ନଦୀ ନିକଟ ଶ୍ମାଶନ ଘାଟରୁ ଗଳିତ ଶବର ଉଦ୍ଧାର ଘଟଣା ରେ ଆଜି ସାଇଣ୍ଟିପିକ ଟିମ ର ତଦନ୍ତ
Hinjili, Ganjam | Jul 22, 2025
ଗଞ୍ଜାମ ଜିଲ୍ଲା ହିଞ୍ଜିଳି କାଟୁ ଥାନା ଅନ୍ତର୍ଗତ ଘୋଡ଼ାହାଡ଼ ନଦୀ ନିକଟରେ ଥିବା ନିର୍ମାଣଧୀନ ଅତ୍ୟାଧୁନିକ ସ୍ମସାନ ନିକଟରେ ଏକ ଗଳିତ ଶବ...