ଫୁଲବାଣୀ କରନେସନ ପଡିଆ ଠାରେ ଜିଲ୍ଲା ସ୍ତରୀୟ କ୍ରିଡା ପ୍ରତିଯୋଗିତା ଅନୁଷ୍ଠିତ ହଇଯାଇଛି, ଏହି ପ୍ରତିଯଗିତା ରେ ବୁଧବାର ସକାଳ 10ରୁ ଅପରାହ୍ନ 4ଘଣ୍ଟିକା ପଯ୍ୟନ୍ତ ଚାଲୁ ରହିଥିଲା, ଏହି କ୍ରିଡା ପ୍ରତିଯୋଗିତା ରେ କବାଡି ପ୍ରତିଯୋଗିତା ଏ 14 ରୁ 17ବର୍ଷିୟା ବାଳକ ବାଳିକା,କ୍ରେକଟ ରେ 17ବର୍ଷିୟ ବାଳକ, ଟେବୁଲ ଟେନିସ, ଏବଂ କ୍ରେକେଟପାଇଁ 17ବର୍ଷୀୟ ବଳକ ବାଳିକା ପାଇଁ, ଦୁଇ ଇନ ଧରି ଏଇ ପ୍ରତିଯୋଗିତା ଅନୂଷ୍ଠିତ ହଇଯାଇଛି ଏହି କାଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ କୁସଳ ଚନ୍ଦ୍ର ନାୟକ ଯଗ ଦେଇଛନ୍ତି, ଜି ର ଶେଷ ଦିନରେ କବାଡି ଅଣ୍ଡର 14ରେ ବାଳକ ପ୍ରତିଯୋଗିତା ରେ ଦାରିଙ୍ଗବାଡି