Public App Logo
Jansamasya
National
Vandebharatexpress
Didyouknow
Shahdara
New_delhi
Delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ପଟ୍ଟାଙ୍ଗୀ: ପାଡୁଆ ଥାନାରେ ବେଆଇ ବାଲି ବୋଝେଇ ଟ୍ରକ ଅଟକ ,ତଦନ୍ତ ପରେ ହେବ କାର୍ଯ୍ୟନୁଷ୍ଠାନ

Pottangi, Koraput | Sep 14, 2025
ରବିବାର ସନ୍ଧ୍ୟାରେ ଦୁଇ ବାଲି ବଝେଇ ଟ୍ରକକୁ ଅଟକ ରଖି ପାଡୁଆ ଥାନା ରେ ଜିମା ଦିଆଯାଇଥିବା ଖବର ମିଳିଛି l ମିଳିଥିବା ଖବର ଅନୁସାରେ ରବିବାର ସନ୍ଧ୍ୟା ସମୟ ରେ ଦାର୍ଲିପୁଟ ଅଞ୍ଚଳ ରୁ ବାଲି ବଝେଇ ଦୁଇ ଟ୍ରକ ନନ୍ଦପୁର ତହସିଲ କାର୍ଯ୍ୟାଳୟ ସୁରପର ଭାଇଜର ସୋମନାଥ ମୁଦୁଲି ଓ ପାଡୁଆ ରାଜସ୍ବ ନୀରିକ୍ଷକ ବ୍ରହ୍ମାନନ୍ଦ ସେଠୀ ବାଲିଗାଡି କୁ ଅଟକାଇ କାଗଜ ଯାଞ୍ଚ କରିଥିଲେ l ତେବେ ତଦନ୍ତ ରେ ସନ୍ତୋଷ ଜନକ ହୋଇ ନଥିବା ନେଇ ତୁରନ୍ତ ମାଇନିଙ୍ଗ ବିଭାଗ କୁ ଖବର ଦେବା ପରେ ସଂପୃକ୍ତ କାର୍ଯ୍ୟଳୟ ଅଧିକାରୀ ପହଞ୍ଚି ତଦନ୍ତ କରିଛନ୍ତି l କେଉଁ ଅଂଚଳର ବାଲି କେଉଁ ଅଂଚଳ କୁ ଯାଉଥିଲା ଇତ୍ୟାଦି।

MORE NEWS