ଦେବଗଡ: ସର୍ପ ଦଂଶନରେ ପତ୍ରାପାଲି ସାହିର ଜନୈକ ବ୍ୟକ୍ତି ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି
Debagarh, Debagarh (Deogarh) | Aug 31, 2025
ଦେବଗଡ ପୌରାଂଚଳ ପତ୍ରାପାଲି ସାହିର ଜନୈକ ବ୍ୟକ୍ତି ସର୍ପ ଦଂଶନରେ ଗୁରୁତର ଥିବା ଜଣାପଡିଛି । ଗୁରୁତର ଥିବା ବ୍ୟକ୍ତି ପତ୍ରାପାଲି ସାହିର ଅଚ୍ୟୁତ...