ଛତ୍ରପୁର: ସାର ଅଭାବକୁ ନେଇ ବର୍ଷିଲା ବିଜେଡି, ଛତ୍ରପୁର ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
Chhatrapur, Ganjam | Sep 1, 2025
ଦରକାର ମୁତାବକ ସାର ମିଳୁନଥିବାରୁ ଚାଷୀମାନେ ରାସ୍ତାକୁ ଓହ୍ଲାଇଲେଣି। ଆନ୍ଦୋଳନ କଲେଣି। ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି।...