ମୟୂରଭଞ୍ଜ ସାଂସ୍କୃତିକ ବିକାଶ ଫାଉଣ୍ଡେସନ ପକ୍ଷରୁ ଆସନ୍ତା ଡିସେମ୍ବର ୬ ତାରିଖରେ ଚତୁର୍ଥ ଶିଶୁ କଳା ମହୋତ୍ସବ ଅନୁଷ୍ଠିତ ହେବ। ଏନେଇ ରବିବାର ସଂଧ୍ୟା ପ୍ରାୟ ୫.୩୦ ଟାରେ ସହିଦସ୍ମୃତି ଭବନ ସ୍ଥିତ ମୟୂରଭଞ୍ଜ ସାଂସ୍ମୃତିକ ବିକାଶ ଫାଉଣ୍ଡେସନ ପରିସରରେ ଏକ ସମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ଅନୁଷ୍ଠାନର ସମ୍ପାଦକ ବିଭୁପ୍ରସାଦ ଦାସ।