ବୀରମହାରାଜପୁର: କୋଟସମଲାଇ ସ୍ଥିତ ଏକ ହୋଟେଲରୁ 50 ହଜାରରି ଉର୍ଦ୍ଧ ଟଙ୍କା ଏବଂ ମିଠା ଚୋରି , ବୀରମହାରାଜପୁର ଥାନାରେ ଅଭିଯୋଗ
ବୀରମହାରାଜପୁର ଥାନା ଅନ୍ତର୍ଗତ କୋଟସମଲେଇ ସ୍ଥିତ ଏକ ହୋଟେଲରୁ ଚୋରି ହୋଇଥିବା ନେଇ ଆଜି ବୀରମହାରାଜପୁର ଥାନାରେ ଅଭିଯୋଗ ହୋଇଛି l ସୂଚନା ଅନୁସାରେ ଦୋକାନର ମାଲିକ ତାପସ ରଂଜନ ବସ୍ତିଆ ଗତକାଲି ରାତିରେ ଦୋକାନ ଭିତରେ ସୋଇଥିଲେ l ମାତ୍ର ଦୃର୍ବୁତ୍ତ ମାନେ ତାଙ୍କ ଦୋକାନର କବାଟ ତାଡ଼ି ଭିତରେ ପଶି ଟଙ୍କା ବାକ୍ସ ଏବଂ ମିଠା ଚୋରି କରି ନେଇଯାଇଥିଲେ l ତେବେ ବାକ୍ସରେ 50 ହଜାରରୁ ଉର୍ଦ୍ଧ୍ବ ଟଙ୍କା ଥିବା ଦୋକାନ ର ମଲ୍ଲିକ ପ୍ରକାଶ କରିଛନ୍ତି l ସକାଳୁ ଉଠି ଦେଖିଲା ପରେ ଦୋକାନରୁ ଟଙ୍କା ବାକ୍ସ ଏବଂ ମିଠା ଚୋରି ହୋଇଥିବା ଜାଣିବାକୁ ପାଇଥିଲେ l ଏନେଇ ଦୋକାନର ମାଲିକ ଆଜି ମଧ୍ୟାହ୍ନ ପ୍ର