ଛତ୍ରପୁର: ବ୍ରହ୍ମପୁର ବିଜିପୁର ଅଂଚଳର ବାଲୁକା ଶିଳ୍ପୀ ସତ୍ୟନାରାୟଣ ମହାରଣାଙ୍କ କାଠରେ ନିର୍ମିତ ଶିବ ମୂର୍ତ୍ତି ଇଣ୍ଡିଆ ବୁକ ଅଫ ରେକର୍ଡରେ ପାଇଲା ସ୍ଥାନ
ଆଜି ଶନିବାର ଦିନ 11ଘଣ୍ଟା ସମୟରେ ସତ୍ୟଙ୍କ କାଠରେ ନିର୍ମିତ ଶିବ ମୂର୍ତ୍ତି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲା। ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ କଳା କୃତି କାଠରେ ନିର୍ମିତ ଶିବ ମୂର୍ତ୍ତି ଯାହା ଶିବରାତ୍ରୀ ଅବସରରେ ତିଆରି କରିଥିଲେ। ଯାହାର ଉଚ୍ଚତା 1cm ରହିଛି ଶାଗୁଆନ କାଠରେ ନିର୍ମିତ ହୋଇଛି ।