ଅତାବିରା: ପପଂଗା ମାର୍କେଟ ଛକରେ ଓ ସୁନା ଲରମ୍ଭା ଛକରେ ୩ ଜଣ ମଦବେପାରୀ କୁ ଗିରଫ କଲା ଅବକାରୀ ବିଭାଗ
ବରଗଡ ଜିଲା ଭେଡେନ ଥାନା ଅଧିନ ଖପରଟିକ୍ରା ଛକ ଓ ସୁନାଲରମ୍ଭା ଛକରେ ଜିଲା ଭ୍ରାମ୍ୟମାଣ ଟିମ ବେଆଇନ ଭାବେ ମଦ ବିକ୍ରୀ କରୁଥିବା ୩ ଜଣ ବ୍ୟକ୍ତିକୁ ଗିରଫ କରି ତାଂକ ଠାରୁ ସର୍ବମୋଟ ୩୪ ଲିଟର ଦେଶୀ ମଦ ଜବତ କରିଥିବା ଆଜି ରବିବାର ସନ୍ଦ୍ୟା ୫ଟାରେ ଅବକାରୀ ବିଭାଗ ସୂଚନା ଦେଇଛନ୍ତି |