ପାରଳାଖେମୁଣ୍ଡି: ତୋଟାଗୁମୁଡ଼ା ଠାରେ ଜେମ୍ସ ହସପିଟାଲ ତରଫରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
Paralakhemundi, Gajapati | Aug 25, 2025
ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଏମ.ଏସ.ପୁର ପଞ୍ଚାୟତର ତୋଟାଗୁମୁଡ଼ା ଠାରେ ଜେମ୍ସ ହସପିଟାଲ ତରଫରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର...