ବାଲିଗୁଡା ର କଟଗଡର ଜଳ ପ୍ରପାତ ଏବଂ ତୁମୁଡିବନ୍ଧ ର ବିଭିନ୍ନ ବୈଠକ ରେ ଯଗ ଦେଇଛନ୍ତି କନ୍ଧମାଳ ସାଂସଦ, ଏହି ଘଟଣାଟି ମଙ୍ଗଳବାର ଦିନ 12ରୁ ସଂନ୍ଧ୍ୟା 7ଘଣ୍ଟିକା ପଯ୍ୟନ୍ତ ଚାଲିଥିଲା, ସକାଳୁ ବାଲିଗୁଡା ବିଭିନ୍ନ କାଯ୍ୟକ୍ରମ କୁ ଯିବା ପରେ କଟଗଡ ଅଭିମୁଖେ ବାହାରିଥିଲେ ସାଂସଦ ସୁକାନ୍ତ ପାଣିଗ୍ରାହୀ, ତାଙ୍କ ସହ ଆଇଟିଡିଏର ସମସ୍ତ କର୍ମଚାରୀ ଏବଂ ଦଳିୟକର୍ମୀ ଉପସ୍ଥିତ ରହିଥିଲେ