ଉଦଳା: କାଳୀମେଘା ଗ୍ରାମରେ ପୁଅ ସାମ୍ନାରେ ଭାସିଗଲା ବାପା; ସ୍ଥାନୀୟ ବାସିନ୍ଦା ଓ ଅଗ୍ନିଶମ ବିଭାଗର ହାବିଲଦାର ଦେଲେ ପ୍ରତିକ୍ରିୟା
Udala, Mayurbhanj | Sep 1, 2025
ବାପା ପୁଅ ସାଙ୍ଗରେ ଯାଇଥିଲେ ଗୋରୁ ଚରାଇବାକୁ, ଗୋରୁ ଚରାଇ ନଦୀ ପାର ହୋଇ ଫେରୁଥିବା ବେଳେ ପୁଅ ସାମ୍ନାରେ ଭାସିଗଲା ବାପା। ଏଭଳି ଘଟଣା ଘଟିଛି...