ସୁନ୍ଦରଗଡ ସହର: ରାଜଗାଙ୍ଗପୁର କର୍ଲାକାନିରେ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ରାଜଗାଙ୍ଗପୁର ଏକ୍ସସାଇଜ ଷ୍ଟେସନ ଅଧିକାରୀଙ୍କ ଚଢାଉ, 450 ଲିଟର ମଦ ଜବତ
Sundargarh Town, Sundargarh | Jul 25, 2025
ଆଜି ଜୁଲାଇ 25 ତାରିଖ ଶୁକ୍ରବାର ସକାଳ 8:15 ରୁ ଏହି ଚଢାଉ ଜାରି ହୋଇ ସନ୍ଧ୍ୟା 5 ଟା ପର୍ଯ୍ୟନ୍ତ ଚାଲିଥିଲା। ମଦ ମାଫିଆ ମାନେ ଫେରାର...