ଲାଞ୍ଜିଗଡ: ବିରିକୋଟ ନାବାଳକ ଆତ୍ମହତ୍ୟା ମାମଲା, ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଜେଲ ଗଲେ ୩ ଜଣ
Lanjigarh, Kalahandi | Jul 29, 2025
ବିରିକୋଟର ଜନୈକ ନାବାଳ ଆତ୍ମହତ୍ୟା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି । ନରେଶ ସାହୁ ନାମକ ଜନୈକ ନାବାଳକ ଗତ ୨୩ ତାରିଖ ଦିନ ଘରରୁ ନିଖୋଜ...