ରେଢ଼ାଖୋଲ କଦମ୍ବ ପଡ଼ିଆ ର ଭୀମ ଭୋଇ କଳମଣ୍ଡପ ରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ଭୀମ ଭୋଇ ଲୋକ ମହୋତ୍ସବ ଶୁକ୍ରବାର ସଂଧ୍ୟାରେ ଦ୍ଵିତୀୟ ଦିବସ ରେ ପହଞ୍ଚିଛି। ନୃତ୍ୟ ଗୀତରେ ଝୁମୁଛି ରେଢ଼ାଖୋଲ,ଏହା ସହିତ ପଲ୍ଲୀଶ୍ରୀ ମେଳା , କୃଷି ଓ ଯନ୍ତ୍ରପାତି ମେଳା , ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ,ଖାଦ୍ୟ ମେଳା, ବିଭିନ୍ନ ସୟଂମ୍ ସହାୟକ ଗୋଷ୍ଠୀ ଦ୍ଵାରା ସ୍ଵପ୍ରସ୍ତୁତ ଖାଦ୍ୟ , ସମ୍ବଲପୁରୀ ବସ୍ତ୍ର ଟେରାକୋଟା ଇତ୍ୟାଦି ସାଜିଛି ଜନ ସାଧାରଣଙ୍କ ପାଇଁ ଅନ୍ୟ ଏକ ଆକର୍ଷଣ । ଆଜିର ଦ୍ଵିତୀୟ ଦିବସରେ ସ୍କୁଲ କଲେଜ ଏବଂ ସ୍ଥାନୀୟ କଳାକାରଙ୍କ ଦ୍ଵାରା