ଝାରସୁଗୁଡା: ଜିଲ୍ଲା ସଂସ୍କୃତି ଭବନରେ ଗଙ୍ଗାଧର ମେହେର ଜୟନ୍ତୀ ସମାରୋହ ଓ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ସ୍ଥାନୀୟ ବିଧାୟକ
Jharsuguda, Jharsuguda | Aug 23, 2025
ଝାରସୁଗୁଡା ଜିଲ୍ଲା ସଂସ୍କୃତି ଭବନ ଠାରେ ମଧୁମୟ ସାହିତ୍ୟ ପରିବାର ଝାରସୁଗୁଡା ପକ୍ଷରୁ ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ସମାରୋହ ପାଳନ...