ଖଲିଙ୍ଗି ପଞ୍ଚାୟତର ବାସୁଦେବପୁର ଗାଁ ର ଦେବ ସାହୁଙ୍କ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ ଘଟିଛି। ରବିବାର ତାଙ୍କର ଶବକୁ ବ୍ଯବଛେଦ କରି ଗାଁ କୁ ପଠା ଯାଇଛି।ରବିବାର ଅପରାହ୍ନରେ ଗାଁରେ ପହଞ୍ଚି ଥିଲା ମରଶରୀର। ପୂର୍ବତନ ବିଧାୟକ ପ୍ରାର୍ଥୀ ଉତ୍ତମ ପାଣିଗ୍ରାହୀ ଗାଁ ରେ ପହଞ୍ଚି ସେଠାରେ ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।