ରାଇରଙ୍ଗପୁର ସହର: ରଥଯାତ୍ରା ପାଇଁ ବାଦାମପାହାଡ଼ ରୁ ପୁରୀ କୁ ଚାଲିଲା ସ୍ଵତନ୍ତ୍ର ଟ୍ରେନ୍,ପ୍ରତିକ୍ରିୟା ରଖିଲେ ପୂର୍ବତନ ବିଧାୟକ
ପୁରୀ ର ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ଆଜିଠାରୁ ବାଦାମପାହାଡ଼ ରୁ ପୁରୀ କୁ ସ୍ଵତନ୍ତ୍ର ଟ୍ରେନ୍ ଚାଲିଛି।ଏହି ଟ୍ରେନ ରଥଯାତ୍ରା ରେ ଭିଡ କୁ ନିୟନ୍ତ୍ରଣ ରେ ସହାୟକ ହେବା ଏବଂ ଏଥି ପାଇଁ ଅଞ୍ଚଳବାସୀ ରଥା ଯାତ୍ରା ଦେଖିବାର ସୁବିଧା ପାଇବେ ବୋଲି ଆଜି ଦିବା 2 ଘଟିକା ସମୟରେ ବାଦାମପାହାଡ଼ ଠାରେ ପ୍ରତିକ୍ରିୟା ରଖିଲେ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି