ନବରଙ୍ଗପୁର ପୋଲିସ ଷ୍ଟେସନ: କୋଷାଗୁମୁଡା ରେ ଶୌଚ ପାଇଁ ଯାଇଥିବା ଯୁବତୀର ମୃତ ଦେହ ଉଦ୍ଧାର । ଧର୍ଷଣ ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର
Nabarangapur PS, Nabarangpur | Aug 3, 2025
କୋଷାଗୁମୁଡା ରେ ଶୌଚ ପାଇଁ ଯାଇଥିବା ଯୁବତୀର ମୃତ ଦେହ ଉଦ୍ଧାର । ଧର୍ଷଣ ପରେ ହତ୍ୟା ଅଭିଯୋଗ,ରାତିରେ ଶୌଚ ପାଇଁ ଯାଇଥିବା ଯୁବତୀର ମୃତ ଦେହ...