Public App Logo
Jansamasya
National
���ीएसटी
Happydiwali
Railinfra4andhrapradesh
Nextgengst
Cybersecurityawareness
Pmmsy
Diwali2025
Fidfimpact
Matsyasampadasesamriddhi
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

କବିସୂର୍ଯ୍ୟନଗର: ଏସ. ଛଚିନା ଠାରେ ବାଇକ କୁ ଧକ୍କା ଦେଲା ବାଇକ, ଦୁଇ ଆହତ

Kabisuryanagar, Ganjam | Oct 21, 2025
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ଏସ. ଛଚିନା ଗଡା଼ନାଳ ନିକଟ ପୂର୍ତ୍ତ ରାସ୍ତାରେ ବାଇକ କୁ ଅନ୍ୟ ଏକ ବାଇକ ଧକ୍କା ଦେବା ଫଳରେ ଦୁଇ ଜଣ ଆହତ ହୋଇଛନ୍ତି । ଘଟଣାରୁ ପ୍ରକାଶ ମୁଣ୍ଡୁଳା ଗ୍ରାମର ସିମାଞ୍ଚଳ ସାହୁ ଏକ୍ସଇଲ ଗାଡ଼ିରେ ଯାଉଥିବା ବେଳେ ବିପରୀତ ଦିଗରୁ ଖଣ୍ଡିଆନଈ ପଂଚାୟତ ଦେଉଳିଆପଡା ଗ୍ରାମର ଦିପୁ ଦାସ ଓ ଲକି ଦାସ ବାଇକ ରେ ଆସି ଧକ୍କା ଦେଇଥିଲେ । ଫଳରେ ସିମାଞ୍ଚଳ ଙ୍କ ଗୋଡ଼ରେ ଭୀଷଣ ଆଘାତ ହୋଇଥିବା ବେଳେ ଦିପୁ ସାମାନ୍ୟ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଓ ବେଗୁନିଆପଡା ମଣ୍ଡଳ ସଭାପତି ନିରଞ୍ଜନ ପ୍ରଧାନ ଉଭୟ ଙ୍କୁ ମେଡିକାଲ ପଠାଇବା ସହ ଥାନାକୁ ଖବର ଦେଇଥିଲେ ।

MORE NEWS